ଏମ୍‌ଏସ୍‌ଏମ୍‌ଇ ପଞ୍ଜିକରଣର ନୂତନ ପ୍ରକ୍ରିୟାର ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରା ଳୟ (ଏମଏସଏମଇ) ପକ୍ଷରୁ ପଞ୍ଜିକରଣ ପାଇଁ ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଉଛି। ଗତ ଜୁନ୍‌ ୨୬ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନୂଆ ପଞ୍ଜିକରଣ ବ୍ୟବସ୍ଥାରେ ଗୋଟିଏ ଉଦ୍ୟୋଗକୁ ଉଦ୍ୟମ ବୋଲି ଧରାଯିବ ଏବଂ ତାହାର ପଞ୍ଜିକରଣ ପ୍ରକ୍ରିୟା “ଉଦ୍ୟମ ପଞ୍ଜିକରଣ” ନାମରେ ନାମିତ ହେବ। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରକ୍ରିୟା … Continue reading ଏମ୍‌ଏସ୍‌ଏମ୍‌ଇ ପଞ୍ଜିକରଣର ନୂତନ ପ୍ରକ୍ରିୟାର ଆରମ୍ଭ